Odia News Portal
Browsing Tag

rto 2

ସୋମବାର ପର୍ୟ୍ୟନ୍ତ ଆରଟିଓ-୨ ବନ୍ଦ

ଭୁବନେଶ୍ୱର () ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ସଂକ୍ରମଣ ଆଶଙ୍କାରେ ଭୁବନେଶ୍ୱର ଆରଟିଓ-୨କୁ ବନ୍ଦ କରିଦିଆଯାଇଛି । ଆସନ୍ତା ସୋମବାର ପର୍ୟ୍ୟନ୍ତ ଆରଟିଓ-୨କୁ ବନ୍ଦ କରିବାକୁ ନିଦେ୍ର୍ଧଶ…