ଆରଟିଓରେ ଥଇଥାନ ହେବେ ଏଜେଣ୍ଟ
ଭୁବନେଶ୍ୱର() ଆରଟିଓରେ ଏଜେଂଟ ବା ମଧ୍ୟସ୍ଥି କାମ କରିବା ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ ।ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଆରଟିଓ ଅଫିସରେ ବିଭିନ୍ନ ଏଜେଣ୍ଟ ପ୍ରବଶେ ଉପରେ କଟକଣା ଲାଗିବନି ।…
