Odia News Portal
Browsing Tag

rukmuni marriage

ଆଜି ଋକ୍ମିଣୀ ଦେବୀଙ୍କ ବିବାହ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେବ ଋକ୍ମିଣୀ ଦେବୀଙ୍କ ବିବାହ । ସୁଦର୍ଶନଙ୍କୁ ବୈଦିକ ରୀତିରେ ବିବାହ କରିବେ ଋକ୍ମୁଣୀ ଦେବୀ । ମହାପ୍ରଭୁଙ୍କ ଜୀବନ୍ତ ଅବତାର ମଦନମୋହନ ଆଜି ସାଜିବେ ଶ୍ରୀକୃଷ୍ଣ । ଏବଂ ମା ଲକ୍ଷ୍ମୀ ଠାକୁରାଣୀ ସାଜିବେ ଋକ୍ମୁଣୀ ଦେବୀ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ…