ସାହିଦ,କର୍କଟ ଓ ଗୁଜବ
ବିଶିଷ୍ଟ ଚଳଚିତ୍ର ଅଭିନେତା ସାହିଦ କପୁରଙ୍କୁ କର୍କଟ ରୋଗ ସମ୍ପର୍କରେ ଏକ ଚାଂଚଲ୍ୟକର ତଥ୍ୟ ସୋସିଆଲ ମିଡିଆରେ କିଏ କାହିଁକି ପ୍ରଚାର କଲା ତାହା ଜଣାପଡିଲା ନାହିଁ ।ଏଭଳି ଏକ ଖବରକୁ ମଧ୍ୟ ନିଜେ ସାହିଦ କିମ୍ବା ତାଙ୍କ ପରିବାରବି ପ୍ରତିବାଦ କଲେନାହିଁ । ସାହିଦଙ୍କର ଅସୁସ୍ଥତା ଖବର ସାରା…