‘ସାରେଗାମାପା’ର ବିଜେତା ଇଶିତା
ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ଶୋ’ ସାରେଗାମାପାର ଗ୍ରାଣ୍ଡ୍ ଫିନାଲେ ରବିବାର ସରିଯାଇଛି। ଗ୍ରାଣ୍ଡ୍ ଫିନାଲେରେ ଶେଷ ୬ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ଜବଲପୁରର ଇଶିତା ବିଶ୍ୱକର୍ମା। ସେ ଶୋ’ର ବିଜେତା ସାଜି ଟ୍ରଫି ହାତେଇଛନ୍ତି।…