‘ସାହୋ’ ପାଇଁ ୭ କୋଟି
ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ଡିମାଣ୍ଡ କରୁଥିବା ବେଳେ ‘ସାହୋ’ ପାଇଁ ତାଙ୍କୁ ୭କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି। ଅଗଷ୍ଟ ୩୦ରେ ଫିଲ୍ମ ‘ସାହୋ’ ରିଲିଜ୍ ହେବାକୁ ଥିବା ବେଳେ ଏହି ଫିଲ୍ମ ଜରିଆରେ ସାଉଥ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ…
