ଏହି ଫିଲ୍ମକୁ ଟାକ୍ସ ଫ୍ରି କଲେ ସରକାର
ମୁମ୍ବାଇ() ରିଲିଜ୍ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ। ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ…
