ପାଟକୁରା ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ
ଭୁବନେଶ୍ବର () ଆଜି ପାଟକୁରାର ନବନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରୱାଲ ପଦ ଓ ଗୋପନିୟତାର ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ସେ 5ଟା 20ରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ନେବା ପରେ 5ଟା 26ରେ ବିଧାନସଭା କାର୍ଯ୍ୟରେ ଯୋଗ…