ସଚିନ ପାଇଲଟଙ୍କୁ ନୋଟିସ
ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟଙ୍କୁ ନୋଟିସ କରାଯାଇଛି । ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ନୋଟିସ କରିଛନ୍ତି । ସେମାନେ ବିଧାୟକ ଦଳ ବୈଠକରେ କାହିଁକି ଯୋଗ ଦେଇନଥିଲେ ସେନେଇ ଜୁଲାଇ ୧୭ ସୁଦ୍ଧା…