ଆତଙ୍କୀଙ୍କ ଧ୍ୱଂସର ତାଣ୍ଡବରୁ ଶ୍ରୀମନ୍ଦିରକୁ ରକ୍ଷା କରିବାର ସମୟ
ଭୁବନେଶ୍ବର () ଦେଶର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀଜଗନ୍ନାଥ ଧାମ । ଦୀର୍ଘ ଦଶନ୍ଧୀ ଧରି ଏହା ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପିଠ ଭାବେ ବିଶ୍ବସ୍ତରରେ ପରିଚିତ । ଦେଶ ବିଦେଶରୁ ଲକ୍ଷାଧିକ ଲୋକ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଶ୍ରୀଜଗନ୍ନାଥ ଧାମ ଓ…
