Odia News Portal
Browsing Tag

Saina Nehwal on marriage with Kashyap

ବାହାହେଲେ ସାଇନା-କାଶ୍ୟପ

ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲଙ୍କ ବାହାଘର ଆଜି ସମ୍ପନ୍ନ ହୋଇଯାଇଛି। ଆଜି ଟ୍ୱିଟରରେ ନିଜେ ସାଇନା ଏହି ବିଷୟରେ ସୂଚନା ଦେଇଛନ୍ତି। ଆଉ ସେ ବାହା ହୋଇଛନ୍ତି ଦେଶର ଅନ୍ୟତମ ବ୍ୟାଡମିଣ୍ଟନ ତାରକା ଓ ଘନିଷ୍ଠ ବନ୍ଧୁ ପୁରୁପାଲି କାଶ୍ୟପଙ୍କୁ। ଏହି ଶୁଭ ଅବସରରେ ସାଇନା ତାଙ୍କ ସ୍ଵାମୀଙ୍କ…