୩ଦିନରେ ୧୦୦କୋଟି
ମୁମ୍ବାଇ () ବକ୍ସଅଫିସରେ ଧମାଲ କଲା ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଫିଲ୍ମ “ସାଇ ରା ନରସିଂହା ରେଡ୍ଡି” । ଓପନିଙ୍ଗ ଦିନରୁ ହିଁ ଦର୍ଶକଙ୍କ ମନ କିଣିନେଇ ଧମାଲ କରିଛି । ୩ଦିନରେ ବକ୍ସ ଅଫିସରେ ୧୦୭କୋଟି ଆୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । “ସାଇ ରା…
