ପୁଣି ଥରେ କଟିବାକୁ ଯାଉଛି ସରକାରୀ କର୍ମଚାରୀଙ୍କ ଦରମା !
ଜୟପୁର: ମହାମାରୀରେ କରୋନା ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ!-->…