ମ୍ବଲପୁରକୁ ମିଳିବ ମାଗଣା ଇଣ୍ଟରନେଟ ସୁବିଧା
ସମ୍ବଲପୁର ସହର ହେବ ୱାଇ-ଫାଇ । ମଣ୍ଡେଲା ଛକଠାରୁ ଆରମ୍ଭ କରି ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ ସମ୍ବଲପୁର ରିଙ୍ଗ ରୋଡରେ ପ୍ରଥମେ ଏହି ୱାଇ-ଫାଇ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରବର୍ତୀ ଅବସ୍ଥାରେ ଅନ୍ୟାନ୍ୟ ଅଂଚଳକୁ ୱାଇ-ଫାଇ ସଂଯୋଗ କରାଯିବ ।…