ବିଜେପିର ନୂଆ ମଙ୍ଗୁଆଳ ସମୀର ମହାନ୍ତି
ଭୁବନେଶ୍ୱର() ବିଜେପିର ସଭାପତି ଭାବେ ଦାୟତ୍ୱ ଗ୍ରହଣ କଲେ ସମୀର ମହାନ୍ତି । ଆଜି ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର। ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତିାପ ଷଡ଼ଙ୍ଗୀ, ସାଂସଦ…