ଆତ୍ମହତ୍ୟା କଲେ ଅଭିନେତା ସମୀର ଶର୍ମା
ମୁମ୍ବାଇ() ଜଣାଶୁଣା ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି । ସମୀର ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି । ‘କ୍ୟୁଂକି ସାସ୍ ଭି କଭି ବହୂ ଥୀ’ରେ ସମୀର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।
ତେବେ ଗତକାଲି ରାତିରେ ୪୪ ବର୍ଷୀୟ ସମୀର ମଲାଡ ପଶ୍ଚିମରେ ଥିବା ସିଏଚଏସ ଆପାର୍ଟମେଣ୍ଟରେ…
