ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଏବେ ସ୍ଥିର ରହିଛି
ଭୁବନେଶ୍ୱର() କରୋନା ସ୍ଥିତିକୁ ନେଇ ଆରଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ‘ଗଞ୍ଜାମରେ ୩ ସପ୍ତାହ ତଳେ ଯାହା ପରିସ୍ଥିତି ଥିଲା, ତାହା ଏବେ ନାହିଁ । ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ ଆରମ୍ଭ କରାଯାଇଛି । ୩ ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସେରୋ…