Odia News Portal
Browsing Tag

sanitizer

କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ

କେନ୍ଦ୍ରାପଡା() କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ ବସିଲା । ଏହି ଟନେଲ ଭିତରେ ପ୍ରବେଶ କଲେ ବ୍ୟକ୍ତିର ସମ୍ପୁର୍ଣ୍ଣ ଶରୀର ସାନିଟାଇଜିଙ୍ଗ ହୋଇପାରିବ । ଏଥି ପାଇଁ କେନ୍ଦ୍ରାପଡାର ଜନସାଧାରଣ , କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ଓ ମ୍ୟୁନିସିପାଲଟି…

କରୋନା ପାଇଁ ମାସକୁ ଦରକାର ଏତିକି ସାନିଟାଇଜର , ଜାଣିଲେ ହୋସ ଉଡିଜିବ…

ନୂଆଦିଲ୍ଲୀ () ପୁରା ବିଶ୍ୱରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। କରୋନା ଭାଇରସ୍ କବଳରେ ଏବେ ବିଶ୍ୱର ପ୍ରାୟ ୧୪୮ ଦେଶ । ସାରା ଦୁନିଆରେ କରୋନା ଯୋଗୁ ପ୍ରାୟ ୬୬୧୦ ଜଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ୧୬୮୦୧୯ ଲୋକ ଏପର୍ୟ୍ୟନ୍ତ ବିଶ୍ୱରେ ଆକ୍ରାନ୍ତ ହେଲେଣି ବୋଲି ବିଶ୍ୱ…