ମା’ଙ୍କ ଫିଲ୍ମରେ ଝିଅ
ମୁମ୍ବାଇ() ବଲିଉଡ୍ରେ ଏବେ ଫିଲ୍ମ ରିମେକ୍ର ସିଜିନ୍ ଚାଲିଛି। ତେବେ ମଜେଦାର କଥା ଏହା ଯେ, ଯେଉଁ ଫିଲ୍ମ ରିମେକ୍ରେ ସାରା ନଜର ଆସିବେ ସେହି ଫିଲ୍ମର ପ୍ରଥମ ଭାଗରେ ମାଆ ଅମ୍ରିତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା। ସାରାଙ୍କୁ ନିଜ ମାଆ ଅମ୍ରିତାଙ୍କର ଏକ…
