ଖୁସିରେ ଧ୍ୟାନରେ ବସିଲେ ସାରଥୀ
କଟକ() ସାରଥୀକୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ଆଜି ସଂଧ୍ୟା ସୁଦ୍ଧା ଜେଲରୁ ମୁକୁଳିବେ ସାରଥୀ ଓରଫ୍ ସନ୍ତୋଷ ରାଉଳ । ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ ।
ତେବେ ସାରଥୀଙ୍କ ଓକିଲ ଚୈଦ୍ୱାର ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୈରାଜର୍ଜ…