ବଢିବନି ସର୍ବକ୍ଷମା ଅବଧି: ପ୍ରତାପ ଜେନା
ଭୁବନେଶ୍ୱର() ବଢିବନି ସର୍ବକ୍ଷମା ଅବଧି । ଏନେଇ ଆଜି ବିଧାନସଭାରେ ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ । ଆଉ ବଢିବନି ଅବଧି । ଯେଉଁମାନେ ସମୟରେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି । ଖିଲାପୀଙ୍କ ପ୍ରତି…