ପଦ ହରାଇବେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ
ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ।ତେବେ ଅନାସ୍ଥାରେ ହାରିବା ସହ ସରପଞ୍ଚ ପଦବୀ ହରାଇବେ ସୌମ୍ୟରଞ୍ଜନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଥିବା ସମୟରେ ଏହି ଅନସ୍ଥା ପ୍ରସ୍ତାବକୁ ଲକ୍ଷ୍ମୀପ୍ରସାଦ!-->…