ଆଖି ବୁଜିଲା ମହାବଳ ମହାବୀର
ସାତକୋଶିଆରେ ଆଖି ବୁଜିଲା ମହାବଳ ମହାବୀର । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଣ୍ଡରେ ଇନଫେକ୍ସନ କାରଣରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ରେଞ୍ଜର ସୀମାନ୍ତ କୋର୍ ଏରିଆରେ ଠାବ ହୋଇଛି ମୃତଦେହ…