ଅନ୍ତରୀଣ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଡିଜିପି ସତ୍ୟଜିତ ମହାନ୍ତି
କଟକ () ପୋଲିସ ଡିଜି ବିଜୟ ଶର୍ମା ବିଦା ହେବା ପରେ ଅନ୍ତରୀଣ ପୋଲିସ ଡିଜି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି ।କଟକ ପୁଲିସ୍ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।…
