ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ
ଭୁବନେଶ୍ୱର() ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ । ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫଓ ଏବଂ ଡିଏଫଓମାନଙ୍କୁ କୁହାଯାଇଛି । …