Odia News Portal
Browsing Tag

school-news

୧୮ରୁ ଖରା ଛୁଟି

ଭୁବନେଶ୍ୱର() ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ୪୦ ଡିଗ୍ରୀ ପାର ହେଲାଣି। ଦିନ ୯ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଛି। ରାସ୍ତା ଘାଟ ଶୂନ୍ଶାନ୍ ହୋଇଯାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ୍ ୧୮ ତାରିଖଠାରୁ ରାଜ୍ୟ…