ବଢିଲା ଗ୍ରହ ସଂଖ୍ୟା ,ବୈଜ୍ଞାନିକଙ୍କ ନୂଆଁ ସନ୍ଧାନ
ଭୁବନେଶ୍ବର () ସୌର ମଣ୍ଡଳ ବାହାରେ ବୈଜ୍ଞାନିକମାନେ ଆଉ ଏକ ଗ୍ରହକୁ ଆବିସ୍କାର କରିଛନ୍ତି ଯେଉଁଠି ରହିଛି ପାଣି । ଅର୍ଥାତ ଏହି ଗ୍ରହରେ ବି ପୃଥିବୀ ପୃଷ୍ଠ ଭଳି ଜୀବନ ଧାରଣ ସମ୍ଭବ । ଏଭଳି ଏକ ଆବିସ୍କାର ବୈଜ୍ଞାନିକଙ୍କ ପାଇଁ ଏକ ବଡ ଆବିସ୍କାର କହିଲେ ଭୁଲ ହେବନି ।
ପୃଥିବୀଠାରୁ ଦୁଇଗୁଣା…
