ରାଜମହଲରେ ସିଲ ହେଲା ୪ ମେଡିସନ୍ ଦୋକାନ
ଭୁବନେଶ୍ବର() ରାଜମହଲ ଛକ ବାପୁଜୀ ନଗର ପାଶ୍ୱର୍ରେ ଥିବା ୪ଟି ମେଡିସନ୍ ଦୋକାନକୁ ବିଏମ୍ସି ସିଲ୍ କରିଛି । କୋଭିଡ୍ ନିୟମର ଉଲଂଘନ କରି ଦୋକାନଗୁଡ଼ିକ କିଣାବିକା କରୁଥିଲେ । ସାମାଜିକ ଦୂରତ୍ୱର ଧଜିଆ ଉଡ଼ାଉଥିଲେ । ବାପୁଜୀନଗରରେ ଥିବା ବାଲାଜୀ ମେଡିସିନ ଷ୍ଟୋର, ରବୀନ୍ଦ୍ର ମେଡିସିନ ଷ୍ଟୋର,…