କଂଗ୍ରେସ-ସିପିଆଇ ମଧ୍ୟରେ ଆସନକୁ ନେଇ ଛକାପଂଝା
ଭୁବନେଶ୍ବର () କଂଗ୍ରେସ ଓ ସିପିଆଇ ଭିତରେ ହୋଇପାରିଲାନି ଆସନ ବୁଝାମଣା। ପୁଣି ଝୁଲିଲା। ଗୋଟିଏ ଆସନକୁ ଦୁଇ ଦଳ ଭିତରେ ଅଙ୍କ ଛିଣ୍ତିନୁ। କଂଗ୍ରେସ ୪ଟି ଆସନ ଦେବାକୁ ରାଜି ହୋଇଥିବାବେଳେ ସିପିଆଇ ୫ଟି ଆସନ ଦାବିରେ ଅଡି ବସିଛି। ଯାହାକୁ ନେଇ ଆଜି ଚୂଡାନ୍ତ ନିଷ୍ପତି ହୋଇପାରିଲାନାହିଁ। …