ଜେଲରେ ରାତି ବିତାଇଲେ କିଙ୍ଗ ଖାନ
ମୁମ୍ବାଇ () ଅଭିନେତା ଶାହରୁଖ ଖାନ ବଲିଉଡର କିଙ୍ଗ ଖାନ ଭାବେ ପରିଚିତ। କଠିନ ପରିଶ୍ରମ କରିବା ପରେ ସେ ବଲିଉଡରେ ସଫଳତା ହାସଲ କରିଥିଲେ। ନିକଟରେ ଏକ ଶୋ’ ରେ ଶାହରୁଖ ଖାନ ଜେଲରେ ରାତି ବିତାଇବାର ଖରାପ ଅନୁଭବ ସେୟାର କରିଥିଲେ। ଜେଲରେ ରାତି ବିତାଇଥିବା ସମୟରେ କୌଣସି ସୋସିଆଲ ମିଡିଆର…