ଆଜି କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ
ଆଜି ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ। ୫୩ ବର୍ଷ ବୟସରେ ଶାହାରୁଖ । ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଅନେକ ସମ୍ମାନର ଅଧିକାରୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍ ।ନିଜ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ରାତି ୧୨ଟାରୁ ମନ୍ନତ…