Odia News Portal
Browsing Tag

share market today

କରୋନା କହର: ରେଡ୍ ମାର୍କରେ ଖୋଲିଲା ଷ୍ଟକ୍ ମାର୍କେଟ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢୁଥିବା କରୋନା ଜୀବାଣୁ ନିବେଶକଙ୍କୁ ଚିନ୍ତାରେ ପକାଇଛି। ଆଜି, ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ଅର୍ଥାତ୍ ସୋମବାର, ଷ୍ଟକ୍ ମାର୍କେଟ୍ ରେଡ୍ ମାର୍କରେ ଖୋଲିଲା | ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଫ୍ଲାଗସିପ୍ ଇଣ୍ଡେକ୍ସ ସେନ୍ସେକ୍ସ ୪୮,୭୭୮.୨୫ କମ୍ରେ ଖୋଲିଛି,…

ରେକର୍ଡ ସ୍ତର ପାର କଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଲା ସେନ୍‌ସେକ୍ସ| ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ନୂଆ ଇତିହାସ ସୃଷ୍ଟି କରିଛି ସେନ୍‌ସେକ୍ସ । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏହାର ପ୍ରଭାବ ଦେଖିବାକୁ…