ବିବାହରେ ଯୋଗଦେବା ପାଇଁ ଲୁଚିକି ପାକିସ୍ତାନ ଗଲେ ଏହି କଂଗ୍ରେସ ନେତା
ନୂଆଦିଲ୍ଲୀ() ଏକ ବିବାହା ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନକୁ ଲୁଚିକି ଗଲେ ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି। ପରଭେଜ ମୁଗଲ ନାମକ ଜଣେ ପାକିସ୍ତାନୀ…