ଶିଲ୍ପା ସେଟ୍ଟୀଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍
କାଠଗଡ଼ାକୁ ଟଣା ହେବେ ବଲିଉଡ୍ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ। କେବଳ ସେ ଏକା ନୁହନ୍ତି ତାଙ୍କ ସହ ଭଉଣୀ ଶମିତା ସେଟ୍ଟୀ ଓ ତାଙ୍କ ମା’ ସୁନନ୍ଦା ସେଟ୍ଟୀ ମଧ୍ୟ କୋର୍ଟରେ ହାଜର ହେବେ। ଏକ ଋଣ ଠକେଇ ମାମଲାରେ ଏମାନେ କୋର୍ଟରେ ହାଜର ହେବେ। ଏନେଇ ମୁମ୍ବାଇର ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍…