ଆସିବ ଶାଇନୀଙ୍କ ବାୟୋପିକ୍
ବଲିଉଡରେ ଏବେ ଅଧିକାଂଶ ଚଳଚ୍ଚିତ୍ର ଅନେକ ଷ୍ଟାରଙ୍କ ବାୟପିକ୍ ଦ୍ୱାରା ପରଦାରେ ସିନେମା ଭାବେ ଦେଖାଯାଉଛି। ସେହିଭଳି ବିବାଦରେ ରହୁଥିବା ଶାଇନୀ ଅହୂଜା ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ରିଅଲ ଲାଇଫ ଉପରେ ଚଳଚ୍ଚିତ୍ର ହେବାକୁ ଯାଉଛି। ତେବେ ୨୦୦୯ ମସିହାରେ ଶାଇନୀ ତାଙ୍କ ଘରେ କାମ…