ଭାରତୀୟ ଗଣମାଧ୍ୟମ ଉପରେ କମ୍ପିଲେ ପାକିସ୍ତାନ ଖେଳାଳି
ବିଶ୍ୱକପ କ୍ରିକେଟରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏବେ ପର୍ୟ୍ୟନ୍ତ କୌଣସି ବୟାନ ଦିଆଯାଇନାହିଁ | ତଥାପି ଭାରତୀୟ ଗଣମାଧ୍ୟମ ପାକିସ୍ତାନକୁ ବଦନାମ କରୁଛି |…