ମଠରେ ଚପଲ ଦୋକାନ, କାହା ସ୍ବାର୍ଥରେ?
ଭୁବନେଶ୍ବର () ପରୀରେ ମଠ ଉଚ୍ଛେଦକୁ ନେଇ କଛି ତଥାକଥିତ ସଂସ୍କୃତି ପ୍ରେମୀମାନେ ସୋସିଆଲ ମିଡିଆରେ ନାନା ଆପତ୍ତି ଅଭିଯୋଗ କରୁଛନ୍ତି । ସେମାନଙ୍କ ଉକ୍ତିରୁ ଲାଗୁଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ସେହି ସଂସ୍କୃତି ପ୍ରେମୀମାନେ କେବେ କୌଣସି ମଠ ଆଡେ ଥରେ ଆଖିବୁଲେଇନାହାଁନ୍ତି…
