Odia News Portal
Browsing Tag

Shree Jagannath Temple Administration (SJTA)

ଫଟୋ ଭାଇରଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ଘଟଣାର ହେବ କଡା ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ | ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ | ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ ଛଡ଼ା…

ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ

ପୁରୀ: ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତିଙ୍କ ସ୍ୱାଗତ | ଶ୍ରୀ ଜଗନ୍ନାଥ ମନ୍ଦିରରେ ବାଇ-ଲ ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା…

ମହାବାହୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳବଣିଆ ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଯାଇ ପହଞ୍ଚିଛନ୍ତି । କରୋନା ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ…

ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ସେବାୟତ

ପୁରୀ: ବାଇ-ଲକୁ ନେଇ ଆପତ୍ତି ଉଠାଇଲେ ଶ୍ରୀମନ୍ଦିର ସେବାୟତ । ବାଇ-ଲ ପ୍ରତ୍ୟାହାର ଦାବି କରି ସେବାୟତମାନେ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଲାଗୁ ହେଲେ ସେବାୟତମାନେ କୌଣସି ନିର୍ମାଣ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଆଣିବାକୁ ପଡିବ । ତେଣୁ…

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ଆଜି ପବିତ୍ର ପୌଷ ପୁର୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ କରାଯିବ । ଭକ୍ତଙ୍କୁ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ରତ୍ନ ସିଂହାସନରେ ଦର୍ଶନ ଦେବେ।ତେବେ ଏହି ନୀତି ନିମନ୍ତେ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ…

ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ

ପୁରୀ: ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ। ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଛି। ସକାଳ ୧୦ଟାରୁ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ଟିକାକରଣ ପାଇଁ ବ୍ୟାପକ…

ଭକ୍ତଙ୍କ ପାଇଁ ସହଜ ହେଲା ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ସହଜ ହେଲା ଜଗା ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆଯାଇଛି।ବଡ଼ଦାଣ୍ଡରେ…