Odia News Portal
Browsing Tag

shree jagannath temple servitors

ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ। ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ…

କୋଭିଡ୍ ଟିକା ନେବେ ଶ୍ରୀମନ୍ଦିରର ସେବାୟତ

ପୁରୀ: ଆଜିଠୁ କୋଭିଡ୍ ଟିକା ଗ୍ରହଣ କରିବେ ପୁରୀ ଶ୍ରୀମନ୍ଦିରର ସେବାୟତ। ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗ ବୈଠକ ଘରେ ଶିବିରର ଆୟୋଜନ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ହେବ ଟିକାକରଣ। ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତ ପ୍ରଥମେ ଟିକା ନେବେ।…

ଶ୍ରୀମନ୍ଦିରରେ ସେବାୟତ ମାରପିଟ୍

ପୁରୀ : ଶ୍ରୀମନ୍ଦିରରେ ଦୁଇ ସେବାୟତ ହୋଇଛନ୍ତି ମୁହାଁମୁହିଁ | ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ…