ଶ୍ରେୟାଙ୍କ ସଙ୍ଗୀତ ଯୁବପିଢୀଙ୍କୁ କଲା ମତୁଆଲା
ଭୁବନେଶ୍ୱର : ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟର ୮ମ ସନ୍ଧ୍ୟାରେ ପୁଣିଥରେ ରଚନା ହୋଇଛି ନୂଆ ଇତିହାସ । ଖ୍ୟାତି ସମ୍ପନ୍ନ ଗାୟିକା ଶ୍ରେୟା ଘୋଷାଲଙ୍କ ଜାଦୁକରୀ ସଙ୍ଗୀତର କାଉଁରୀ ସ୍ପର୍ଶରେ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ । ତାଙ୍କ ସୁଲଲିତ କଣ୍ଠସ୍ୱରର ଚମକ୍ରାରୀ ପ୍ରଦର୍ଶନ…