Odia News Portal
Browsing Tag

Shutdown

ଜୁନ୍ ୩୦ ଯାଏଁ ୧୬ ଘଣ୍ଟିଆ ସଟଡାଉନ

ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ଏହି କଟକଣା…

ସଟଡାଉନ ରହିବ ୧୧ ଜିଲ୍ଲା

ଭୁବନେଶ୍ୱର() କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର,…

ସଟ୍‌ଡାଉନକୁ ନେଇ ଏମିତି କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱ() ସଟ୍‌ଡାଉନ୍ ଅବଧି ଆଉ ବଢ଼ିବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ସଟ୍‌ଡାଉନ୍ ଘୋଷଣା କରାଯାଇଥିଲା ତାହା ସଫଳ ହୋଇଛି । ତେଣୁ ସଟ୍‌ଡାଉନ୍ ଅବଧି ବୃଦ୍ଧି କରିବାର କୌଣସି ଯୋଜନା ନାହିଁ । ରବିବାର ରାତି ୮ଟା ପରେ ସଟ୍‌ଡାଉନ୍ ସମାପ୍ତ ହେବ । ତେବେ ସ୍ଥାନୀୟ ଅଧିକାରୀ ଚାହିଁଲେ ଆବଶ୍ୟକତାକୁ…