ଶବକୁ ବୋହି ମାନବିକତା ଦେଖାଇଲେ ଶିରିଷା
ଶ୍ରୀକାକୁଲମ: ଅଜଣା ବୃଦ୍ଧଙ୍କର ଶବକୁ ବୋହିଲେ ମହିଳା ସବ୍ ଇନ୍ସପେକ୍ଟର କେ. ଶିରିଷା। ଓଡିଶାର ଗଜପତି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଶିବୁଗା(ପଲାସା) ଥାନାର ମହିଳା ସବ୍ ଇନ୍ସପେକ୍ଟର ହେଉଛନ୍ତି କେ.ଶିରିଷା । ଏହି ଥାନା ଅନ୍ତର୍ଗତ ଅଡାବି କତ୍ତୁରୁ!-->…