କୈଳାଶ ପର୍ବତ ଉଠାଇଥିଲା ରାବଣ, ଜାଣନ୍ତୁ କାହିଁକି ଉଠାଇ ପାରିଲାନି ଶିବ ଧନୁ
ରାବଣ ଜଣେ ବଳଶାଳୀ ରାଜା ଥିଲା। ସେ ଶିବଙ୍କ ସହ କୈଳାଶ ପର୍ବତକୁ ହାତରେ ଉଠାଇଥିଲା। ତେବେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁ ଉଠାଇ ପାରିନଥିଲା। ସେହି ଧନୁକୁ ଭଗବାନ ଶ୍ରୀରାମ ଉଠାଇ ଗୁଣ ଚଢାଇବା ବେଳେ ତାହା ଭାଙ୍ଗିଯାଇଥିଲା। ହେଲେ ଜାଣନ୍ତୁ ରାବଣ କାହିଁକି ଉଠାଇ ପାରିଲାନି ଶିବ ଧନୁ ।…
