ରିଲିଜ ହେଲେ ସିମ୍ବାର ଗୀତ
ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସିମ୍ଭାର ଏକ ଗୀତ ରିଲିଜ ହୋଇଛି । କହିବାକୁ ଗଲେ ବର୍ତ୍ତମାନର ରିମେକ୍ ଯୁଗରେ ସାମିଲ ହୋଇଛି ଆଉ ଏକ ରିମେକ୍ ଗୀତ। ଏଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ରଣବୀର ସିଂ ଏବଂ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି। ଖାଲି ତାହା ନୁହଁ…