ହାତ ଛାଡ଼ି ପଦ୍ମ ଧରିଲେ ସିନ୍ଧିଆ
ନୂଆଦିଲ୍ଲୀ ()ହାତ ଛାଡ଼ି ପଦ୍ମ ଧରିଲେ ଗ୍ୱାଲିଅର ମହାରାଜ । ହୋଲିରେ କଂଗ୍ରେସ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ମହାରାଜ । ଗତକାଲି…
