ବିଜେପି ଦୋମୁହାଁ ନୀତି ଓ ହୀନ ରାଜନୀତି କରୁଛି :ବିଜେଡି
ଭୁବନେଶ୍ୱର() ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିଜେପି ନାଟକ କରୁଛି । ହାତରେ କୌଣସି ତଥ୍ୟ ପ୍ରମାଣ ନଥାଇ ବିଜେପି ଗତ କିଛିଦିନ ଧରି ଯେଉଁଭଳି ସାମ୍ବାଦିକ ସମ୍ମିଳନୀ ଓ ବିବୃତ୍ତି କରିବାରେ ଲାଗିଛି ତାହାକୁ ବିଜେଡି ମୁଖପାତ୍ର ସୁଲତା ଦେଓ କଡା…
