ସୋସିଆଲ୍ ମିଡିଆରେ ଭିଡିଓ ସେୟାର୍ କଲେ କେନ୍ଦ୍ରମନ୍ତ୍ରୀ
ଅଭିନେତା ଅଜୟ ଦେବଗନ୍ ଓ ତବୁଙ୍କୁ ନେଇ ହୋଇଥିବା ଏକ ମଜାଦାର ମିମ୍ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଇରାନୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରିଛନ୍ତି। ‘ଆୟିଏ ଆପ୍କା ଇନ୍ତେଜାର୍ ଥା..’ଗୀତର ଭିଡିଓରେ ତବୁ ଅଜୟ…
