ସୋଆ ଦ୍ଵାରା ଆରମ୍ଭ ଦେଶର ଦ୍ଵିତୀୟ ବୃହତ୍ତମ କୋଭିଡ ହସ୍ପିଟାଲ
ଭୁବନେଶ୍ବର() କରୋନା ମହାମାରୀ ଆତଙ୍କର ମୁକାବିଲା କରିବା ପାଇଁ ସାରାଦେଶ ଏବେ ଲକଡାଉନ ରେ ଥିବା ବେଳେ ରୋଗୀ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ…