ଜାଣନ୍ତୁ କେଉଁଠି କେତେବେଳେ ଦେଖାଯିବା ସୂର୍ୟ୍ୟପରାଗ
ଭୁବନେଶ୍ୱର() ସୂର୍ୟ୍ୟପରାଗ ୨୬ଡିସେମ୍ବର ଗୁରୁବାର ପୂର୍ବାହ୍ନରେ ଦେଖାଯିବ। ପୁଷ ଅମାବାସ୍ୟାରେ ହେଉଥିବା ଏହି ପରାଗ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦେଖାଯିବ।
* ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପରାଗ ସ୍ପର୍ଷ ୮ଟା ବାଜି ୧୯ ମିନିଟ୍ରେ ହେବ। ୧୧ଟା ୨୮ ମିନିଟ୍ରେ ପାରଗ…
