ଅନୁ ମଲ୍ଲିକ ଗାତୁଆ ମୂଷା:ସୋନା ମହାପାତ୍ର
ଗୀତିକାର ଅନୁ ମଲ୍ଲିକଙ୍କ ନାଁ ଯୌନ ନିର୍ଯ୍ୟାତନାର ଅଭିଯୋଗ ହେବା ପରେ ତାଙ୍କୁ ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ ଆଇଡଲରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଏହି ଶୋ ର ନୂଆ ସିଜନରେ ପୁଣି ଥରେ ଅନୁ ମଲ୍ଲିକ ଫେରୁଛନ୍ତି।
ଅନୁଙ୍କ ବିରୋଧରେ ଅଭିଯୋଗ କରିଥିବା ଗାୟିକା ସୋନା ମହାପାତ୍ର…
